ପୁରା ପରିବାର ଜାଣିପାରନ୍ତି ଏ ମିଛ ପଛରେ ଶିବ୍ ପୂଜାଙ୍କ ସହିତ ଅର୍ଚ୍ଚନା ବି ସାମିଲ୍ ଅଛି.. ଶିବ୍ ଘର ଛାଡି ଯିବାକୁ ନିଷ୍ପତ୍ତି ନିଏ ହେଲେ ସେ ରାଜ୍ ରାଜେନ୍ଦ୍ରକୁ କେବେ ସନ୍ଦେହ କରିବନି ବୋଲି କହେ.. ଆଶୁ ଓ ଜ୍ୟୋତିକା ଶିବ୍ କୁ ଅଟକେଇବାର ଯୋଜନା କରନ୍ତି.. ସେପଟେ ପୂଜା ମଧ୍ୟ ଏ ସବୁର କିଛି ଉପାୟ ଖୋଜେ.. ଶିବ୍ କୁ ଅଟକେଇବା ପାଇଁ କ’ଣ ହେବ ପୂଜାର ଯୋଜନା.. ?