ଆଶୁ ସହ ଅକ୍ଷୟ ର ସମ୍ପର୍କ କଥା ଅର୍ଚ୍ଚନା କୁ ପୂଜା ସମେତ ସମସ୍ତେ ମିଶି ଲୁଚେଇ ଦିଅନ୍ତି। ଶିଭ୍, ଆଶୁ ସହ ଘରେ ପହଞ୍ଚି ରାଜ ରାଜେନ୍ଦ୍ର କୁ ସାମୁହିକ ବିବାହ ପାଇଁ ବିବରଣୀ ଦିଏ। ଆଶୁ, ଲୋପା ର ସୁସ୍ଥ ହେବା ଖବର ଦେବା ପାଇଁ ଶିଭ୍ କୁ କହେ, ହେଲେ ଶିଭ୍ ବିହାନା କରି କଥାକୁ ଲୁଚେଇ ଦିଏ।