Jhia Amara Nua Bohu
314 Views
Dec 31 1969
00:21:35
5
5
ଆକ୍ସିଡେଣ୍ଟ ସ୍ଥାନ ରୁ ଅକ୍ଷୟ, ପୂଜା ଓ ଶିଭ୍ କୁ ଉଦ୍ଧାର କରିଥିବାରୁ ରାଜ ରାଜେନ୍ଦ୍ର ଖୁସି ହୁଏ ଓ ଜୋତିକା କୁ ସେମାନଙ୍କ ନଜର ଉତ୍ତାରି ଘର ଭିତରକୁ ନେଇଯିବାକୁ କହେ। ସୁବର୍ଣ୍ଣା କୁ ହଭେଲୀ ରେ ପୂଜା ସହ ଦେଖି, ଜୋତିକା ତାକୁ ବାହାର କରିଦେବା ବେଳେ ରାଜ ରାଜେନ୍ଦ୍ର ନିଜ ରାଜନୈତିକ ଫାଇଦା ପାଇଁ ତାକୁ ରହିବାକୁ ସନ୍ମତି ଦିଏ। ଶିଭ୍ ଓ ପୂଜା ଉପରେ ଆକ୍ରମଣ ପଛରେ ପଟ୍ଟନାୟକ ଥିବା, ଶିଭ୍ ଠାରୁ ଶୁଣି ରାଜ ରାଜେନ୍ଦ୍ର ପଟ୍ଟନାୟକ କୁ ତା ପାଦ ତଳକୁ ଆଣିବା ପାଇଁ ଶିଭ୍ କୁ ନିର୍ଦେଶ ଦିଏ ।
Share