ପୂଜାକୁ ମନେଇବାରେ ଶିବ୍ ସଫଳ ହୁଏ ହେଲେ ପୂଜା ଅର୍ଚ୍ଚନାକୁ ନେଇ ଚିନ୍ତାରେ ଥାଏ.. ସେପଟେ ଅର୍ଚ୍ଚନା ଅକ୍ଷୟକୁ ନିଦ ମେଡିସିନ୍ ଦେଇ ସେ ରୁଦ୍ରକୁ ଦେଖା କରିବାକୁ ଯାଏ.. ଅର୍ଚ୍ଚନାର ଏ ନିଷ୍ପତ୍ତି ଏବେ କି ମୋଡ ଆଣିବ କାହାଣୀରେ.. ?