ଆଶୁ, ଅର୍ଚ୍ଚନା ସହ ଅକ୍ଷୟ ର ବାହାଘର ଓ ନିଜର ଭଲପାଇବା କଥା କୁ ନେଇ ବହୁତ କଟୁ କଥା କୁହେ। ଲୋପା ଠିକ୍ କରିଥିବା ଅନୁସାରେ ଅର୍ଚ୍ଚନା ସହ ଅକ୍ଷୟ ର ବାହାଘର କରେଇବା ପାଇଁ ଅର୍ଚ୍ଚନା,ବିରାଜ,ଉମା କୁ ପୂଜା ପ୍ରତିଶୃତି ଦିଏ।