Jhia Amara Nua Bohu
18 Views
Dec 31 1969
00:21:43
5

ନିଦ ଭାଙ୍ଗିଲା ପରେ ପୂଜା ନିଜ ସହ ଶିଭ କୁ ବେଡରେ ପାଏ ଓ ଚମକି ପଡେ। ପୂର୍ବ ରାତ୍ରୀ ର ଘଟଣା ବିଷୟରେ ପୂଜା, ଶିଭ କୁ ପଚାରେ, ହେଲେ ଶିଭ ର କିଛି ମନେପଡେ ନାହିଁ। ଅର୍ଚ୍ଚନା ଆସେ ଓ ପୂଜା କୁ ପୂର୍ବ ରାତ୍ରୀ ରେ ନିଶା ଶକ୍ତ ଅବସ୍ଥାରେ ଘଟିଥିବା ଘଟଣା ବିଷୟରେ ଓ ସେମାନେ ମୋବାଇଲ ରେ ନେଇଥିବା ଫୋଟ ଦେଖିବାକୁ କହେ। ଶିଭ ଓ ପୂଜା ସମସ୍ତ ଫୋଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
Share