Jhia Amara Nua Bohu
25 Views
Dec 31 1969
00:22:03
5

ଖାଇବା ପରିବା ପୂର୍ବ ରୁ ଶେଷ ମାଣବସା ର ଦ୍ୱାହି ଦେଇ ପୂଜା, ରାଜ ରାଜେନ୍ଦ୍ର କୁ ସନ୍ମତି ମାଗେ " ଆଜି ଠାରୁ ବୈଶାଳି ଜେଜେ ମା ଘରର କୌଣସି କାମ କରିବେ ନାହିଁ ଓ ସେ ବି ସମସ୍ତ ଙ୍କ ସହ ବସି ଖାଇପାରିବେ"। ରାଜ ରାଜେନ୍ଦ୍ର ର ସହମତି ଶୁଣି ଜୋତିକା ଆଶ୍ଚର୍ଯ୍ୟ ହୁଏ।
Share