ବୈଶାଳି ଓ ଉମା ଅର୍ଚ୍ଚନା ପାଖକୁ ଯାଆନ୍ତି ।ପୂଜା ଓ ଅର୍ଚ୍ଚନା ମନ୍ଧ୍ୟ ରେ ଥିବା ମତଭେଦ କୁ ଦୂର କରିବାକୁ ଅର୍ଚ୍ଚନା କୁ ବୁଝାନ୍ତି। ପୂଜା କୁ ରାସ୍ତା ରୁ ହଟେଇ ଆଶୁ କୁ ହଭେଲୀ ର ନୂଆବୋହୂ ସଜେଇବା ଲକ୍ଷ ରେ ଜୋତିକା, ଆଶୁ କୁ ଉପାୟ ବତାଏ।ଶିଭ୍ ଓ ପୂଜା ଉଭୟ ଙ୍କ ଅନିଚ୍ଛା ସତ୍ତ୍ବେ, ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ରେ ହନିମୁନ ଯିବା ପାଇଁ ରାଜି ହୁଅନ୍ତି ସତ ହେଲେ ନଯିବା ର ବାଟ ବି ଖୋଜୁଥାନ୍ତି।