Jhia Amara Nua Bohu
55 Views
Dec 31 1969
00:22:41
5

ପୂଜା କୁ ହାତ ଉଠାଇ ଥିବାରୁ ଅର୍ଚ୍ଚନା ଅନୁତପ୍ତ ଥାଏ। ସେପଟେ ଅର୍ଚ୍ଚନା ର ଅଭିମାନ କୁ ନେଇ ପୂଜା ବିବ୍ରତ ଥାଏ। ଅକ୍ଷୟ, ଅର୍ଚ୍ଚନା କୁ ବୁଝେଇ ବାକୁ ଚେଷ୍ଟା କରେ।ପୂଜା, ଅକ୍ଷୟ କୁ ଫୋନ୍ କରି ଅର୍ଚ୍ଚନା ବିଷୟରେ ପଚାରେ।ଜୀବନ ର କିଛି ଅଂଶକୁ ଲୋପା ଭୁଲିଯାଇଥିବା କଥା ବିରାଜ ମନ କୁ ଆନ୍ଦୋଳିତ କରୁଥାଏ।
Share