Jhia Amara Nua Bohu
191 Views
Dec 31 1969
00:21:53
5
5
ଭିକିର ହୋସ୍ ଆସିଯିବା ଦେଖିକି ପୂଜା ଓ ଅର୍ଚ୍ଚନା ଖୁସି ହେଇଯାନ୍ତି.. ସେପଟେ ରାଜ୍ ରାଜେନ୍ଦ୍ର ପୂଜା ପଛରେ ମୁନ୍ନାକୁ ପଠାଏ.. ଯିଏକି ରାଜ୍ ରାଜେନ୍ଦ୍ର କଥାରେ ଭିକି ଉପରକୁ ଗୁଳି ଫୁଟାଏ.. ହେଲେ ପୂଜା ମୁନ୍ନା ଠାରୁ ଭିକିକୁ ବଂଚେଇ ନେଇଯାଏ.. କ’ଣ ରାଜ୍ ରାଜେନ୍ଦ୍ର ପୂଜା ପାଖରୁ ଭିକି କୁ ମୁକୁଳେଇ ପାରିବ.. ?
Share