ଶିଭ୍ ହଠାତ୍ ସପ୍ନ ରେ ହଜିଯାଏ। ପୂଜା କୁ ବଗିଚା ଭିତରେ ଦେଖି ଭିତରକୁ ଯାଏ। ହଠାତ୍ ବର୍ତ୍ତମାନ କୁ ଫେରି ଦେଖେ ଏହା ତାର ଭ୍ରମ ଥିଲା। ଆଶୁ, ଅକ୍ଷୟ ର ଘର ଆଗରେ ପହଞ୍ଚେ। ଉଭୟ ଙ୍କ ଭିତରେ ପ୍ରତାରଣା ଓ ଭଲପାଇବା କୁ ନେଇ ଝଗଡା ହୁଏ।