ଲୋପା ଘରେ ସମସ୍ତ ଙ୍କ ସାମ୍ନାରେ ଶିଭ୍, ପୂଜା ସହ ତାର ବାହାଘର ଓ ଅକ୍ଷୟ ସହ ଆଶୁ ର ପୁରୁଣା ସମ୍ପର୍କ ଥିବା କଥା ଉନ୍ମୋଚନ କରେ। ଏ ସବୁ ଜାଣିବା ପରେ ଲୋପା ଭାଗିଂପଡେ। ଆଶୁ ସହ ଅକ୍ଷୟ ର ସମ୍ପର୍କ ଜାଣିବା ପରେ ପୂଜା ବାହାଘର ଭାଗିଂଦିଏ ଓ ସମସ୍ତ ଙ୍କୁ ସେଠାରୁ ଯିବା କୁ କହେ।