ରାତ୍ରିରେ ହଠାତ୍ ଶିଭ୍ ର ଦେହ ଖରାପ ଲାଗେ। ହେଲେ ତାର ଅଜାଣତ ରେ ପୂଜା ଶ୍ରଧା ର ସହ ଶିଭ୍ ର ସେବା କରେ। ନିଦ ଭାଙ୍ଗିବା ପରେ ଶିଭ୍ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ପୂଜା କୁ ପଚାରେ। ଲାଗେ କିଛି ସମୟ ପାଇଁ ଦୁଇ ଜଣ ଙ୍କ ଭିତରେ ଥିବା ମତଭେଦ ଦୁହେଁ ଭୂଲି ଯାଇଛନ୍ତି। ପୁନର୍ବାର ରାଜ ରାଜେନ୍ଦ୍ର, ଶିଭ୍ ଓ ପୂଜା ର ହନିମୁନ ବିଷୟରେ ଜୋତିକା କୁ ପଚାରେ। ଶୁଣି ଶିଭ୍ ଓ ପୂଜା ପରସ୍ପର କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହନ୍ତି।