Jhia Amara Nua Bohu
25 Views
Dec 31 1969
00:21:47
5

ପୂଜା ଓ ଅର୍ଚ୍ଚନା କୁ ବୈଶାଳି ଓ ଉମା ମିଶି ହଭେଲୀ ରୁ ଖସିଯିବା ରେ ସାହାଯ୍ୟ କରନ୍ତି। ହେଲେ ବହୁ ସଘଂର୍ଷ ପରେ ସେମାନଙ୍କୁ ପୁନର୍ବାର ଶିଭ୍ ଓ ତାର ଲୋକମାନେ ହଭେଲୀ ର ପଛଗେଟ୍ ପାଖରେ ରେ କାବୁ କରିନିଅନ୍ତି। ପୂଜା ଭାଗିଂପଡେ ଓ ଶିଭ୍ କୁ ସେମାନଙ୍କୁ ଛାଡି ଦେବାପାଇଁ ବିନତୀ କରେ ,ହେଲେ ଶିଭ୍ କିଛି ବି ଶୁଣେ ନାହିଁ।
Share