ପୂଜା ମାଣବସା ପାଇଁ ଖିରୀ ତିଆରି କରୁଥିବା ବେଳେ, ଶିଭ୍ ଉଦୟ ତାକୁ ହଇରାଣ କରନ୍ତି। ପ୍ରସାଦ ସବୁ ତଳେ ଖସିପଡେ।ଜୋତିକା ଓ ରାଜ୍ ରାଜେନ୍ଦ୍ର ରାଗିଯାଆନ୍ତି। ହେଲେ ପୂଜା ତାଙ୍କୁ ଭକ୍ତି ରେ କେତେ ଶକ୍ତି ଥାଏ, ଦେଖେଇ ଦିଏ।