କର୍ଫ୍ଯୁ ପାଇଁ ଶିଭ୍, ପୂଜା ଓ ଅର୍ଚ୍ଚନା କୁ ନେଇ ଆଗକୁ ଯାଇପାରେନାହଁ। ସେଠାରେ ଏକ ଆଶ୍ରମରେ ରୁହନ୍ତି। ରାଜ ରାଜେନ୍ଦ୍ର ଏ ଖବର ଶିଭ୍ ଠାରୁ ଶୁଣନ୍ତି, ବିବ୍ରତ ହୋଇ ଜଲଦି ସେମାନଙ୍କୁ ହାବେଲୀ କୁ ନେଇ ଆସିବା ପାଇଁ ନିର୍ଦ୍ଦେଶ ଦିଅନ୍ତି।