ପୂଜା ଅର୍ଚ୍ଚନାକୁ କେମିତି ଖୋଜିକି ବାହାର କରିବ ସେଥିପାଇଁ ଚିନ୍ତାରେ ଥିବା ବେଳେ.. ଅକ୍ଷୟ ଅର୍ଚ୍ଚନାକୁ ଅନୁଭବ କରିପାରେ.. ଅକ୍ଷୟ ନିଜ ମାନସିକ ସନ୍ତୁଳନ ହରାଇ ମରିବାକୁ ଯାଉଥାଏ ପୂଜା ତାକୁ ରକ୍ଷା କରେ..