ପଣ୍ଡିତ ଙ୍କୁ ହାତ କରି ପୂଜା, ଆଶୁ ର ବିବାହ ଆଦିତ୍ୟ ସହ ଠିକ୍ କରାଇ ଦିଏ। ସମସ୍ତ ଙ୍କ ସମ୍ମୁଖରେ ରାଜ ରାଜେନ୍ଦ୍ର ଆଶୁ ର ବିବାହ ବହୁତ ଧୁମଧାମରେ କରିବାପାଇଁ ଧାର୍ଯ୍ୟ କରେ। ଜୋତିକା ଓ ଆଶୁ କୁ ଛାଡି ସମସ୍ତେ ବିବାହ ପାଇଁ ଖୁସି ଥାଆନ୍ତି।