ଅକ୍ଷୟ କୁ ଭୁଲି ଯିବା ପାଇଁ ମଲ୍ଲିକା, ଆଶୁ କୁ ବୁଝାଏ। ଅର୍ଚ୍ଚନା ର ବିବାହ ପାଇଁ ଗହଣା କିଣି ରାସ୍ତା ରେ ଆସିବା ବେଳେ ପୂଜା, ଶିଭ୍ ଓ ରାଜ୍ ରାଜେନ୍ଦ୍ର କୁ ଦେଖି ନିଏ ଓ ଶିଭ୍ ମଧ୍ୟ ଦୂରରୁ ଦେଖି ପୂଜା ବୋଲି ସନ୍ଦେହ କରେ।