Jhia Amara Nua Bohu
24 Views
Dec 31 1969
00:22:02
5

ସାମୁହିକ ବିବାହ ଆରମ୍ଭ ହୁଏ। ଲୋପା ର ଅସ୍ଥିରତା ଦେଖି ବିରାଜ ତାକୁ ପୂଜା ସେଠି ସମ୍ଭାଳି ନେବ କହି ଶାନ୍ତ୍ବନା ଦିଏ। ବିବାହ ବିଧି ବେଳେ କରେଣ୍ଟ ଯାଏ ଓ କରେଣ୍ଟ ଆସିବା ପରେ ପୁଣି ବିବାହ ବିଧି ଚାଲେ। ସାମୁହିକ ବିବାହ ଶେଷ ହୁଏ। ଶିଭ୍ ,ପୂଜା କୁ ତାର ହାର୍ କଥା ମନେପକାଇ ଦିଏ।
Share