Jhia Amara Nua Bohu
70 Views
Dec 31 1969
00:21:43
5

ଆଶୁ, ପୂଜା ର ଫୋନ୍ କୁ ନିଆଁ ରେ ଜାଳିଦେଲା ପରେ ମଧ୍ୟ ପ୍ରମାଣ ନଷ୍ଟ କରିବାରେ ଅସଫଳ ହୋଇ ଥିବାରୁ ଆତ୍ମହତ୍ୟା କରିବା କୁ ଉଦ୍ୟମ କରେ, ଜ୍ୟୋତିକା ତାକୁ ଅଟକାଏ.. ପୂଜା ତା ସ୍ବପ୍ନକୁ ନେଇ ଡରିଯାଏ ଏବଂ ଶିବ କୁ ଗାଳି କରେ..ଯାହା ପାଇଁ ଶିବ ପୂଜା ଉପରେ ରାଗିଯାଏ...
Share