Jhia Amara Nua Bohu
24 Views
Dec 31 1969
00:21:45
5

ଅର୍ଚ୍ଚନା ଠାରୁ ଅକ୍ଷୟ ର ଆଶୁ ସହ ପୁରୁଣା ସମ୍ପର୍କ କଥା ପୁନର୍ବାର ଶୁଣି, ଅକ୍ଷୟ ମନରେ କଷ୍ଟ ହୁଏ। ସୁବର୍ଣ୍ଣା ସହ ବିଜୟ ର ଅଭଦ୍ରାମି ନେଇ ଥାନା ରେ ଅଭିଯୋଗ କୁ ବିଜୟ ରାଜନୈତିକ ଚାପ ଓ ରାଜ ରାଜେନ୍ଦ୍ର କୁ ଢାଲ କରି ପୂଜା କୁ ବିଫଳ କରିଦିଏ। ହେଲେ ପୂଜା,ସୁବର୍ଣ୍ଣା କୁ ଧଯ୍ୟ ର ସହ ପରିସ୍ଥିତିର ମୁକାବିଲା କରିବା ପାଇଁ ବୁଝାଏ।
Share