ବିବାହ ଶେଷ ପରେ, ଭିକି ଓ ସେ ବିବାହ କରିଥିବା କନ୍ୟା ଆଶୀର୍ବାଦ ନେବାକୁ ଯିବାବେଳେ ଜୋତିକା, କନ୍ୟା ର ଓଢଣା ଉଠେଇ ଦେଖେ, ସେ ଅର୍ଚ୍ଚନା ନୁହେଁ,ଅନ୍ୟ କେହି।ପୂଜା ଷ୍ଟେଜ୍ କୁ ଯାଇ ରାଜ ରାଜେନ୍ଦ୍ର କୁ ସାମୁହିକ ବିବାହ ପାଇଁ ତାରିଫ୍ କରେ। ଲୋପା ଆସେ ଓ ନିଜେ ଠିକ୍ କରିଥିବା ପ୍ରସ୍ତାବ ଅନୁସାରେ ଅକ୍ଷୟ ସହ ଅର୍ଚ୍ଚନା ର ବିବାହ କରାଇଥିବାରୁ ରାଜ୍ ରାଜେନ୍ଦ୍ର କୁ ଶୁଭେଚ୍ଛା ଜଣାଏ।