ପୂଜା, ଘର ର ନୂଆ ବୋହୂ ଭାବରେ, ମକର ସଂକ୍ରାନ୍ତି ବିଧି ଅନୁସାରେ ସମସ୍ତ ଆୟୋଜନ କରି ପୂଜାକରେ। ପୂଜା ସହ ରୋଷେଇ ଘରେ ଘଟିଥିବା ଦୁର୍ଘଟଣା ପାଇଁ, ଶିଭ୍ ଆଶୁ କୁ ସନ୍ଦେହ କରି ପଚାରେ, ହେଲେ ଆଶୁ ତା କଥା କୁ ଚତୁରତା ର ସହ ଟାଳିଦିଏ।