Jhia Amara Nua Bohu
21 Views
Dec 31 1969
00:22:25
5

ହୋଲି ଉସ୍ଚବ ଆରମ୍ଭ ହୁଏ। ଶିଭ୍ ଏକ ଘୋଡା କୁ ନିଜ ଅକ୍ତିଆର କୁ ଆଣି ହୋଲି ଅବସର ରେ ରାଜ ରାଜେନ୍ଦ୍ର କୁ ଉପହାର ଦିଏ। ପୂଜା ଓ ଅର୍ଚ୍ଚନା, ଲୋପା କୁ ବଡ ମା' ସମ୍ବୋଧନ କରି ଆଶୀର୍ବାଦ ନେବାବେଳେ, ଲୋପା ସେମାନଙ୍କୁ ଚିହ୍ନି ପାରେନି। ଆଶୁ କେବଳ ପୂଜା ଓ ତାଠାରୁ ପ୍ରତିଶୋଧ ନେବାକୁ ମଉକା ଖୋଜୁଥାଏ।
Share