ଆଶୁ, ଅକ୍ଷୟ ସହ କିଛି ଖରାପ କରିବା ପୂର୍ବରୁ, ଶିଭ୍ ଆସେ ଓ ତାକୁ ଏ ପରି କାମ ପାଇଁ ଅପମାନ ଦିଏ। ଆଶୁ ଓ ଅକ୍ଷୟ ର ପ୍ରେମ ସମ୍ପର୍କ ବିଷୟରେ, ଆଶୁ ଶିଭ୍ ଠାରୁ ଜାଣିବାକୁ ପାଏ ଓ ନିଜ ପ୍ରେମ କୁ ଫେରି ପାଇବା ପାଇଁ ଆଶୁ, ଶିଭ୍ ର ସାହାଯ୍ୟ ମାଗେ। ଆଶୁ ,ଘରେ ନଥିବା କଥା ପୂଜା, ଜୋତିକା ଓ ରାଜ୍ ରାଜେନ୍ଦ୍ର ଠାରୁ ଲୁଚେଇ ଦିଏ ଓ ଆଶୁ କୁ ନେଇ କିଛି ସମସ୍ୟା ହେବା ପୂର୍ବରୁ ତାକୁ ବଞ୍ଚେଇ ଦିଏ।