ଲୋପା ସୁସ୍ଥ ହେବା ଶୁଣି ବିରାଜ ପହଞ୍ଚେ। ଲୋପା ଅଜାଣତ ରେ ଅତୀତ ରେ ଘଟିଥିବା ଘଟଣା କୁ ଲୋପା କୁ କହିବାକୁ ପୂଜା ତାକୁ ବାରଣ କରେ। ପୂଜା, ଲୋପା ପାଖ ରେ ଥିବାବେଳେ ବାରମ୍ବାର ଶିଭ୍ ର ଫୋନ୍ ଆସେ ,ହେଲେ ପୂଜା ତାର ଉତ୍ତର ଦିଏନି।