ଶିବ୍ ରାଜ୍ ରାଜେନ୍ଦ୍ରକୁ ମିଛ କହିଥିବାରୁ ସେ ସହିପାରେନି.. ଏବଂ ଶିବ୍ କୁ ନିଜ ମୁଣ୍ଡ ଛୁଆଁଇ କଥା ନିଏ ଯେ ଶିବ୍ ସବୁବେଳେ ତା କଥା ରଖିବ.. ସେପଟେ ପୂଜା ଲୋପାକୁ ବୁଝେଇବା ସହ ରାଜ୍ ରାଜେନ୍ଦ୍ରକୁ ତା କର୍ମର ଫଳ ମିଳିବ ବୋଲି କହେ.. ପରେ ପୁରା ପରିବାର ମିଶି ଶ୍ରୀ ଗଣେଷଙ୍କ ବିସର୍ଜନ କରନ୍ତି..