Jhia Amara Nua Bohu
116 Views
Dec 31 1969
00:22:21
5
5
ପୂଜା ସହିତ ଶିବ୍ କଥା ନ ହେଇପାରିଥିବାରୁ ଶିବ୍ ବ୍ୟସ୍ତ ହେଇପଡେ.. ସେପଟେ ପୂଜା ଶିବ୍ କୁ ମିଛ କହେ ସେ ଅର୍ଚ୍ଚନାକୁ ଘରକୁ ଛାଡିବାକୁ ଯାଇଛି.. ରାଜ୍ ରାଜେନ୍ଦ୍ର ସହିତ ଶାନ୍ତିର ଦେଖା ହେଇଯାଏ ଏବଂ ସେ ଜାଣିପାରେ ପୂଜା ମିଛ କହିଛି.. ସେପଟେ ଅର୍ଚ୍ଚନାକୁ ଭିକି ପାଖରେ ଛାଡି ପୂଜା ଘରକୁ ଫେରିବାର ନିଷ୍ପତ୍ତି ନିଏ..
Share