Jhia Amara Nua Bohu
26 Views
Dec 31 1969
00:22:38
5

ଆଦିତ୍ୟ ର ପରିବାର ମେହେନ୍ଦି ବିଧି ପାଇଁ ଆସି ପହଞ୍ଚିବା ପରେ ବିଧି ଆରମ୍ଭ ହୋଇଛି। ଆଶୁ ମେହେନ୍ଦି ଲଗାଇବା ସମୟରେ ଆଦିତ୍ୟ ନାଁ ର ପ୍ରଥମ ଅକ୍ଷର A ଯାଗାରେ S ବୋଲି କହିଛି । ଜେଜେ ଠାକୁର ରାଗରେ ଆଶୁ କୁ S ରେ କିଏ ବୋଲି ପଚାରି ବନ୍ଧୁକ ଦେଖାଇଛନ୍ତି କିନ୍ତୁ ପୂଜା ପରିସ୍ଥିତି କୁ ସମ୍ଭାଳି ଆଶୁ କୁ ବଞ୍ଚାଇ ଦେଇଛି। ଭିଡିଓ ଡିଲିଟ୍ କରିବା ପାଇଁ ଜ୍ୟୋତିକା କଣ କେବେ ପୂଜାର ଫୋନ୍ କୁ ନେବାରେ ସଫଳ ହେଇପାରିବ ?
Share