Jhia Amara Nua Bohu
24 Views
Dec 31 1969
00:21:39
5

ଶିଭ୍, ପୂଜା ସହ ସମ୍ପର୍କୀୟ ଙ୍କ ଘର କୁ ବାହାରିବା ବେଳେ ହଠାତ୍ ପୂଜା ର ପାଦ ସିଡି ରୁ ଖସିଯାଏ। ସମସ୍ତ ଙ୍କୁ ଲାଗେ ପୂଜା କଷ୍ଟ ଅନୁଭବ କରୁଛି। ପଛରେ ଶିଭ୍ କୁ ତାଛଲ୍ୟ କରି ପୂଜା କହେ, ତମ ସହ ନଜିବା ପାଇଁ ମୁଁ ଏ ପ୍ଲାନ କରିଥିଲି, ଏହା ଶୁଣି ଶିଭ୍ ମନରେ କ୍ରୋଧ ସୃଷ୍ଟି ହୁଏ।
Share