ରାଜ ରାଜେନ୍ଦ୍ର, ପରିବାର ଗହଣରେ ନିଜର ସବୁ ଦାୟୀତ୍ବ ଓ ସମ୍ମାନ ର ପଗଡି ଶିଭ୍ କୁ ଦିଅନ୍ତି। ନିଜର ସ୍ବାଭିମାନ କୁ ବଳି ପକେଇ ପରିସ୍ଥିତି ର ସାମନା କରି, ପୂଜା କୁ ପରମ୍ପରା ଅନୁସାରେ ଶିଭ୍ ପାଦରେ ଜୋତା ପିନ୍ଧାଇବାକୁ ପଡେ।