Jhia Amara Nua Bohu
25 Views
Dec 31 1969
00:22:05
5

ଶିଭ୍, ଉଦୟ ସହ ଭିକି ପାଖକୁ ଯାଇ ତା ଠାରୁ ଲୋପା କୁ ମାରିବାକୁ ପଠାଇ ଥିବା ଲୋକ ସମ୍ପର୍କ ରେ ପଚାରନ୍ତି, ହେଲେ ସେ ମୁହଁ ଖୋଲେନାହିଁ। ଉମା ର ଲୋପା ପ୍ରତି ସେବା ମନୋଭାବ ଓ ଆଚରଣ ଦେଖି ବିରାଜ ତାକୁ ମହାନ ଆକ୍ଷା ଦିଏ। ଜୋତିକା, ଲୋପା କୁ ଉମା ର ସଉତୁଣୀ ର ଆକ୍ଷା ଦେଇ ,ଉମା ମନ ଭିତରେ ଲୋପା ପ୍ରତି ଆକ୍ରୋଶ ଜନ୍ମେଇ ବାକୁ ଚେଷ୍ଟା କରେ ,ହେଲେ ଅସଫଳ ହୁଏ।
Share