ପୂଜା ଓ ଅର୍ଚ୍ଚନା ନିଜର ପୁରୁଣା ଦିନର ସ୍ମୃତି କୁ ମନେପକାଇ ଦୁଃଖ ଅନୁଭବ କରନ୍ତି। ପୂଜା,ଅର୍ଚ୍ଚନା କୁ ଅକ୍ଷୟ ସହ ଦେଖା ବିଷୟରେ ପଚାରେ। ଆଶୁ, ମଲ୍ଲିକା ସହ ଅକ୍ଷୟ ର ଅଫିସ୍ କୁ ଯାଏ ଓ ଅକ୍ଷୟ କୁ ଦେଖେ।