ଜିଦ୍ ରେ ଶିଭ୍ ଲୋପା ଘର ଆଗରେ ଅପେକ୍ଷା କରେ ଓ ପୂଜା କୁ ସକାଳ ହେବା ପରେ ହଭେଲୀ କୁ ନେଇଯାଏ। ଆଶୁ, ଅକ୍ଷୟ ସହ କଥା ହେବା ବେଳେ ବିରାଜ ରୋକେ ।ଆଶୁ ର ବ୍ୟବହାର ବିରାଜ ପ୍ରତି ଦେଖି ଜୋତିକା ତାକୁ ଚାପୁଡା ମାରି ତାଗିତ୍ କରେ। ରାଜ ରାଜେନ୍ଦ୍ର, ପୂଜା ଘରେ ନଥିଲା ଖବର ଶୁଣି ରାଗିଯାଏ ଓ ଶିଭ୍ ତାକୁ ନେଇ ମନ୍ଦିର ଯାଇଥିବା ବାହାନା କରି ପୂଜା କୁ ବଞ୍ଚାଇ ଦିଏ।