ଆଶୁ, ଶିଭ୍ କୁ ଅକ୍ଷୟ ସହ ନିଜ ର ପ୍ରେମ ସମ୍ପର୍କ ବିଷୟ ରେ କହିବାକୁ ଯିବା ବେଳେ ହଠାତ୍ ପୂଜା ଆସିବାରୁ, ସେ କହିପାରେନି। ଶିଭ ଓ ପୂଜା,ତାଙ୍କ ରୁମ୍ ରେ ଥିବାବେଳେ ପୂଜା ,ଆଶୁ କୁ କାର୍ ରେ ବାହାରକୁ ଯିବା ର ଦେଖେ। ଶିଭ୍, ଆଶୁ ବିଷୟରେ ଜାଣି ବା ପାଇଁ ତାର ପିଛାକରେ ଓ ଏକ ଡିସ୍କୋ ବାର୍ ଭିତରକୁ ତାକୁ ଯିବା ର ଦେଖେ।