ଲୋପା, ଅର୍ଚ୍ଚନା ଉପରେ ଆରୋପ ଲଗେଇବା ସହ ସେ ଉମାକୁ ଶିଖେଇ ପୁରା ପରିବାରକୁ ନଷ୍ଟ କରିବାକୁ ଚାହୁଁଛି ବୋଲି କହେ.. ଏବଂ ତାକୁ ଘର ଛାଡି ଚାଲିଯିବାକୁ କହେ..ଏ କଥା ଶୁଣି ଅର୍ଚ୍ଚନା ଦୁଃଖରେ ଭାଙ୍ଗି ପଡେ.. ଘରେ ଚାଲିଥିବା ଏ ସବୁ ଝଗଡାର ମଜା ନଉଥାନ୍ତି ଆଶୁ ଓ ଜ୍ୟୋତିକା ..ଲୋପାର ଏ ନିଷ୍ପତି କ’ଣ ସବୁଦିନ ପାଇଁ ଭାଙ୍ଗି ଦବ ମା' ଝିଅ ଙ୍କ ସମ୍ପର୍କ ?