Jhia Amara Nua Bohu
25 Views
Dec 31 1969
00:21:33
5

ରାଜ ରାଜେନ୍ଦ୍ର ମହାଶିବରାତ୍ରୀ ପୂଜା ପାଇଁ ମନ୍ଦିର ରେ ପହଞ୍ଚନ୍ତି। ଶିଭ୍ ଓ ପୂଜା ଯିବାବେଳେ ଗାଡି ଖରାପ ହୁଏ। ଗାଡି ଠିକ୍ କରିବା ପାଇଁ କିଛି ଆଦିବାସୀ ଙ୍କ ସହାୟତା ନେଇ ସେମାନଙ୍କ ସହ ଯାଆନ୍ତି। ଆଶୁ ଏ ସବୁ ଲୁଚି ଦେଖୁଥାଏ।
Share