Jhia Amara Nua Bohu
24 Views
Dec 31 1969
00:22:44
5

ରାଜ ରାଜେନ୍ଦ୍ର, ଶିଭ୍ ଆଗରେ ନିଜ ର ଦୁର୍ବଳତା ଦେଖାଇ, ପୂଜା ବିରୋଧରେ ଶକ୍ତ କରାଏ।ଅକ୍ଷୟ ଓ ଅର୍ଚ୍ଚନା ର ଗୃହ ପ୍ରବେଶ ହୁଏ। ଆଶୁ ବିବ୍ରତ ହୋଇ ଆତ୍ମହତ୍ୟା ଉଦ୍ୟମ କରେ। ଜୋତିକା ଆସେ ଓ ଅକ୍ଷୟ କୁ ଭୁଲି, ପୂଜା କୁ ଜିତିବା ପାଇଁ ଶିଭ୍ କୁ ପାଇବା,,, ର ବାଟ ଦେଖାଏ।
Share