ପୂଜା ଓ ଲୋପା, ଶିଭ୍ ଓ ତାର ଲୋକମାନଙ୍କ କବଳରୁ ରୁ ଖସିଯାଆନ୍ତି । ଶିଭ୍ ତାଙ୍କ ପିଛା କରେ। ପୂଜା ଫୋନ୍ ରିସିଭ୍ ନ କରିବାରୁ ବିରାଜ ଅଧର୍ଯ ହୋଇ ପଡେ ଓ ସେମାନଙ୍କ ପାଖକୁ ଯାଏ।