Jhia Amara Nua Bohu
316 Views
Dec 31 1969
00:22:12
5
5
ଜ୍ୟୋତିକା, ଆଶୁ ଓ ଆଦିତ୍ୟର ବାହାଘର ଅଟକେଇବା ପାଇଁ ଗୋଟେ ନୂଆ ଚକ୍ରାନ୍ତ କରେ.. ବାହାଘର ଚାଲିଥିବା ବେଳେ ଗୋଟେ ଝିଅ ଆସି ବାହାଘର ଅଟକାଏ.. ଯାହାକୁ ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୁଅନ୍ତି..ଆଦିତ୍ୟ ତାକୁ ଚିହ୍ନିନି ବୋଲି କହେ ହେଲେ ସେ ଝିଅ ତା ପାଖରେ ଥିବା ପ୍ରମାଣ ଦିଏ.. ଯାହାକୁ ଦେଖି ରାଜ୍ ରାଜେନ୍ଦ୍ର ରାଗିଯାଏ.. ଜ୍ୟୋତିକା ତା ପ୍ଲାନ୍ ସଫଳ ହେଇଥିବାରୁ ଖୁସି ହୁଏ..
Share