ଶିଭ୍, ଅର୍ଚ୍ଚନା କୁ ଢାଲ କରି ପୂଜା କୁ ବିବାହ ମଣ୍ଡପ କୁ ନିଏ ଓ ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ଅନୁଯାୟୀ ବାହାଘର ବିଧି ଆରମ୍ଭ ହୁଏ। ପୂଜା ସ୍ତବ୍ଧ ଥାଏ, ଯେମିତି କି ଅନୁଭବ କରିପାରୁନଥାଏ, ତା' ସହ କଣ ଘଟିଚାଲିଛି।