Jhia Amara Nua Bohu
50 Views
Dec 31 1969
00:22:38
5

ଶିବ୍, ଉଦୟ ଓ ରାଜା ଭିକି କୁ ଖୋଜନ୍ତି ହେଲେ ଭିକି ସେମାନଙ୍କ ନଜରରୁ ବଂଚିଯାଏ.. ସେପଟେ ଅକ୍ଷୟ ଅର୍ଚ୍ଚନାକୁ ଆଉଥରେ ନିଜ କ୍ୟାରିଅର ବିଷୟରେ ଚିନ୍ତା କରିବାକୁ କହେ ଏବଂ ତାକୁ job କରିବାକୁ ଉପଦେଶ ଦିଏ.. ପୂଜା ଶିବ୍ ଠାରୁ ଭିକି ଖସିଯାଇଥିବା ଶୁଣି ଚିନ୍ତାରେ ପଡିଯାଏ.. କ’ଣ ଶିବ୍ ଭିକିକୁ ଖୋଜିପାଇପାରିବ.. ?
Share