ଅକ୍ଷୟ ଫୋନ୍ କରି ପୂଜା କୁ ଲୋପା ର ସ୍ବାସ୍ଥ୍ୟ ବିଗିଡି ଯାଉଥିବା ର କହେ। ପୂଜା ଓ ଅର୍ଚ୍ଚନା କୁ ସାଙ୍ଗ ରେ ନେଇ ଲୋପା ପାଖକୁ ଆସେ।ଲୋପା ଚେତାଶୁନ୍ୟ ଅବସ୍ଥା ରେ ଥିବାବେଳେ ପୂଜା ତାର ଦୁଃଖ କଥା କହି ଅଧର୍ଯ ହୋଇପଡେ। ହଠାତ୍ ଲୋପା ର ଚେତା ଆସେ ଓ ସେ ପୂଜା ମଥାରେ ସିନ୍ଦୁର ଓ ତାକୁ ଶାଢୀ ପିନ୍ଧି ଥିବା ର ଦେଖି ତାକୁ ପଚାରେ।