ଶିଭ୍ ଓ ପୂଜା, ହଭେଲୀ ର ଉତ୍ତରାଅଧିକାରୀ କୁ ଜନ୍ମ ଦେବାରେ ଅରାଜି ବୋଲି ରାଜ ରାଜେନ୍ଦ୍ର ସେମାନେ କଥା ହେଉଥିବାର ଶୁଣି ନିଏ ଓ ନିଜ ମୁଣ୍ଡ ରେ ବନ୍ଧୁକ ରଖି ଶିଭ୍ କୁ ପ୍ରଶ୍ନ କରେ । ଶିଭ୍,ରାଜ ରାଜେନ୍ଦ୍ର କୁ ପୂଜା ସମ୍ମୁଖରେ ହଭେଲୀ ର ଉତ୍ତରାଅଧିକାରୀ ଜନ୍ମ ଦେବା ପାଇଁ କଥା ଦିଏ।