Jhia Amara Nua Bohu
28 Views
Dec 31 1969
00:22:39
5

ଅର୍ଚ୍ଚନା ର ପୂଜା ପ୍ରତି ଭାବନା ଦେଖି ଅକ୍ଷୟ,ତାକୁ ପୂଜା ସହ ବୁଝାମଣା ଠିକ୍ କରିବା ପାଇଁ ବୁଝାଏ। ପରୀକ୍ଷା ପାଇଁ ଯିବା ପୂର୍ବରୁ ପୂଜା, ଲୋପା ର ଆଶୀର୍ବାଦ ନିଏ। କଲେଜ୍ ଗେଟ୍ ପାଖରେ ସୁବର୍ଣ୍ଣା ଓ ତାର ବାପା ସହ ପୂଜା ର ଦେଖା ହୁଏ ଓ ପୂଜା ସେମାନଙ୍କୁ ନେଇ ପ୍ରିନ୍ସପାଲ୍ ଙ୍କ ପାଖକୁ ଯାଏ ଓ ସୁବର୍ଣ୍ଣା ର ଆଡମିଶନ ପାଇଁ କଥା ହୁଏ।
Share