ରାଜ ରାଜେନ୍ଦ୍ର ଇଲେକ୍ସନ ରେ ଜିତି, ଖୁସି ରେ ସମସ୍ତ ଲୋକ ମାନଙ୍କୁ ଦାନ ଦିଏ ଓ ସର୍ବ ସମୁହ ରେ ,ଏ ବର୍ଷ ମହାଶିବରାତ୍ରୀ ପୂଜା ଶିଭ୍ ଓ ନୂଆ ବୋହୂ ମିଶି ସମ୍ପଣ୍ନ କରିବେ ଘୋଷଣା କରେ। ହେଲେ ଆଶୁ ଏହା କୁ ପୁରା କରାଇ ଦେବନାହିଁ ମନସ୍ଥ କରେ। ଶିଭ୍ ଓ ପୂଜା ମନ୍ଦିର କୁ ଯାଉଥିଲା ବେଳେ କାର୍ ଆକ୍ସିଡେଣ୍ଟ ହୁଏ ଓ ଆଶୁ ଲୁଚି ସେ କାର ଡିକି ରୁ ବାହାରିଯାଏ।