Jhia Amara Nua Bohu
23 Views
Dec 31 1969
00:21:44
5

ସାବିତ୍ରୀ ବ୍ରତ ପାଇଁ ସମସ୍ତେ ବାହାରିବା ବେଳେ, ପୂଜା ର ଏପରି ଅବସ୍ଥା ରେ ମନ୍ଦିର ଯିବା ନେଇ ଚିନ୍ତିତ ହୁଅନ୍ତି। ହେଲେ ହଠାତ୍ ଶିଭ, ପୂଜା କୁ ହାତରେ ଉଠାଇ ମନ୍ଦିର ନେଇ ଯିବାକୁ ବାହାରେ। ଆଶୁ ଏ ଦୃଶ୍ୟ ଦେଖି ରାଗରେ ଜଳିଯାଏ। ପୂଜା ବୁଝାଇବା ସତ୍ତ୍ୱେ ଗାଡ଼ିରେ ବିରାଜ ସହ ଉମା ଯିବା କୁ ଲୋପା ବାରଣ କରେ।
Share