Jhia Amara Nua Bohu
24 Views
Dec 31 1969
00:23:00
5

ଲୋପା ପୂଜାକୁ ନେଇ ଶିବ ମନ୍ଦିର ଯିବାକୁ କହେ.. ଏ କଥା ଶୁଣି ଜ୍ୟୋତିକା ଖୁସିହେଇଯାଏ.. ସେପଟେ ଶିବ୍ ପୂଜା ଉପରେ ରାଗିଥିବା ବେଳେ ପୂଜା ବି ଶିବ୍ ଉପରେ ରାଗିକି ମନ୍ଦିର ଚାଲିଯାଏ..କିନ୍ତୁ ପୂଜା ବାରମ୍ବାର ଶିବ କଥାକୁ ମନେ ପକଉଥାଏ.. ଯୋଉଥିପାଇଁ ସେ ବିଚଳିତ ହେଇପଡେ.. କ’ଣ ଶିବ ଓ ପୂଜା ଭିତରେ ଥିବା ଏ ମତାନ୍ତର ଶେଷ ହେଇପାରିବ.. ?
Share