ପୂଜା ଉପରକୁ ବିଜୟ ଗୁଳି ଚଳାଇବା ବେଳେ ଶିଭ ପହଞ୍ଚେ। ପୂଜା ହାତରେ ଗୁଳି ବାଜେ। ଶିଵ, ବିଜୟ କୁ ମାରିବାକୁ ଯିବାବେଳେ ରାଜ ରାଜେନ୍ଦ୍ର ର ଫୋନ୍ ଆସେ ଓ ବିଜୟ କୁ ଜୀବିତ ଅବସ୍ଥା ରେ ହଭେଲୀ କୁ ଆଣିବା କୁ ସେ ନିର୍ଦ୍ଦେଶ ଦିଏ।